ଶବ୍ଦାର୍ଥ:

କଂଶଜିତ୍
ଉଚ୍ଚାରଣ: Kaṁṡajit

ସଂ. ବି. (କଂଶ+ଜି ଧାତୁ+କର୍ତ୍ତୃ କ୍ବିପ୍; ଯେ କଂଶକୁ ଜୟ କରିଥିଲେ) —

ଶ୍ରୀକୃଷ୍ଣ —Ṡrīkṛushṇa.