ଶବ୍ଦାର୍ଥ:
କଂଶକାର — ଉଚ୍ଚାରଣ: Kaṁṡakāra
ସଂ. ବି. (କଂଶ+କୃ ଧାତୁ+କର୍ତ୍ତୃ. ଅ) —
କଂଶା ବାସନ ତିଆରି କରିବା ଜାତି; କଂଶାରି ବା ଥଟାରି ଜାତି —A brazier.