ସଂସ୍କୃତଭାଷା,ବିଶେଷଣ,ପୁଂଲିଙ୍ଗ (ଓଜସ୍+ଅଛି ଅର୍ଥରେ ବିନ୍ ପ୍ରଥମା ୧ବଚନ ) [୧] [୨]
ସମ୍ପାଦନା
- ତେଜସ୍ଵୀ,ତେଜୀୟାନ୍ (Energetic )
- ବଳବାନ (Strong )
- ଦୀପ୍ତିମାନ ( Splendid,lustrous )
- କ୍ଷମତାଶାଳୀ ( Powerful )
- ଓଜୋଗୁଣବିଶିଷ୍ଠ ( Elaborate,emphatic )
- ↑ ପ୍ରମୋଦ ଅଭିଧାନ,ପୃଷ୍ଠା - ୪୩୬
- ↑ ପୂର୍ଣ୍ଣଚନ୍ଦ୍ରଭାଷାକୋଷ , ପୃଷ୍ଠା -୧୧୬୩