ବିଶେଷଣ(ସଂସ୍କୃତ),ପୁଂଲିଙ୍ଗ [୧] ସମ୍ପାଦନା

  • ଉତ୍= ଉତ୍କଟ+ ଦଣ୍ଡ
    • ଉତ୍କଟ ଦଣ୍ଡଧାରୀ; ଲଙ୍ଗୁଡଧାରୀ; ଠେଙ୍ଗାଧରିବା ବ୍ୟକ୍ତି; ଲାଠିଆଳ ( Bearing a lethal weapon )
    • ଅବାଧ୍ୟ; ଅମାନିଆ
    • ଅଶାସ୍ୟ ( unruly; uncontrollable )
    • ପ୍ରତାପାନ୍ଵିତ; ପ୍ରବଳ ପରାକ୍ରାନ୍ତ ( very powerful )
    • ସିଧା; ସରଳ

କ୍ରିୟାବିଶେଷଣ(ଦେଶଜ) ସମ୍ପାଦନା

ଆଧାର ସମ୍ପାଦନା

  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ, ପୃଷ୍ଠା- ୯୭୯