ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଉଦ୍ଦଣ୍ଡ
ଭାଷା
ଦେଖିବେ
ସମ୍ପାଦନା
ବିଶେଷଣ(
ସଂସ୍କୃତ
),ପୁଂଲିଙ୍ଗ
[
୧
]
ସମ୍ପାଦନା
ଉତ୍= ଉତ୍କଟ+ ଦଣ୍ଡ
ଉତ୍କଟ ଦଣ୍ଡଧାରୀ; ଲଙ୍ଗୁଡଧାରୀ; ଠେଙ୍ଗାଧରିବା ବ୍ୟକ୍ତି; ଲାଠିଆଳ ( Bearing a lethal weapon )
ଅବାଧ୍ୟ; ଅମାନିଆ
ଅଶାସ୍ୟ ( unruly; uncontrollable )
ପ୍ରତାପାନ୍ଵିତ; ପ୍ରବଳ ପରାକ୍ରାନ୍ତ ( very powerful )
ସିଧା; ସରଳ
କ୍ରିୟାବିଶେଷଣ(ଦେଶଜ)
ସମ୍ପାଦନା
ଉଦଣ୍ଡ
ଆଧାର
ସମ୍ପାଦନା
↑
ପୂର୍ଣ୍ଣଚନ୍ଦ୍ରଭାଷାକୋଷ, ପୃଷ୍ଠା- ୯୭୯