ବିଶେଷଣ. ଉଦିତ ହେବା, ଉଦ୍ଗମନ ହେବା ।
ଦେଶଜ ବିଶେଷଣ. (ବଦ୍ ଧାତୁ = କହିବା): ଉକ୍ତ, କଥିତ
ଉଦାହରଣ: ତାହାଙ୍କର ମାମୁଁଙ୍କୁ କରିବି ଉଦିତ ।[୧]
ଦେଶଜ ବିଶେଷଣ. ଉଦୟ ହେଉଥିବା (rising)