- ଉପରକୁ ଗମନ କରିବା
- ଆରୋହଣ କରିବା; ଚଢିବା
- ନିଦ୍ରା ତ୍ୟାଗ କରିବା; ଶେଯରୁ ଉଠିବା
- ପ୍ରକାଶିତ ହେବା; ଉଇଁବା; ଉଦିତ ହେବା
- ବସିବା ଆସନ ତ୍ୟାଗ କରିବା
- ଡେରା ହେବା
- ଠିଆ ହେବା
- ଉନ୍ନତି କରିବା
- ସ୍ଫୀତ ହେବା; ଫୁଲିବା
- ବୃଦ୍ଧି ହେବା; ଚଢା ହେବା
- ରହିତ ହେବା
- ଲୋପ ପାଇବା
- ଆବିର୍ଭାବ ହେବା; ବାହାରିବା
- ଉଦ୍ରିକ୍ତ ହେବା; ଉତ୍ତେଜିତ ହେବା
- ଆଦାୟ ହେବା
- ଶୁଣାଯିବା
- ଭୁମି ତ୍ୟାଗ କରିବା
- ସମ୍ପାଦିତ ହେବା; ସମାହିତ ହେବା
- ହଠାତ୍ ଜନ୍ମିବା; ଉପୁଜିବା
- ଉନ୍ନାଦିତ ହେବା
- ସମ୍ପତ୍ତି ନିଲାମ ହେବାପାଇଁ ବିଜ୍ଞାପିତ ହେବା
- ସ୍ରୋତର ବିପରୀତ ଦିଗକୁ ଗତି କରିବା
- ମଞ୍ଜିରୁ ଗଛ ବା ଗଜା କଅଁଳିବା ବା ଉଦଗତ ହେବା
- ସ୍ଥାନାନ୍ତରକୁ ନିଆଯିବା
- ଗଜୁରିବା
- ଉପର ଶ୍ରେଣୀକୁ ଉନ୍ନୀତ ହେବା; ପ୍ରମୋସନ ପାଇବା
- ଉପରକୁ ବାହାରି ପଡିବା
- ନିର୍ଗତ ହେବା; ବାହାରିବା
- ପ୍ରକାଶିତ ହେବା; ପ୍ରଚାରିତ ହେବା
- ଉପୁଡିବା
- ସ୍ପଷ୍ଟ ହେବା; ବିଶଦ ଭାବରେ ମୁଦ୍ରିତ ହେବା
- ସ୍ଥାନାନ୍ତରକୁ ଯିବା; ସ୍ଥାନ ତ୍ୟାଗ କରିବା
- ସୁଳ, ହାଇ, ଛିଙ୍କ ଆଦି ବାହାରେ ପ୍ରକାଶିତ ହେବା
- ଚଳିବା; ଗତିବିଶିଷ୍ଟ ହେବା
- ଚାରିଆଡେ ପ୍ରଘଟ ହେବା; ରାଷ୍ଟ୍ର ହେବା
- ସ୍ଥାନନ୍ତରରେ ଉପସ୍ଥିତ ହେବା
- ଉଦ୍ୟତ ହେବା; ତିଆର ହେବା; କାମ କରିବାକୁ ପ୍ରସ୍ତୁତ ହେବା