(ଦେଶଜ) ସମ୍ପାଦନା

  • ଚଢାଇବା; ଉନ୍ନତି କରିବା
  • ଉତ୍ତୋଳିତ କରିବା
  • ପ୍ରକାଶ ବା ପ୍ରକଟନ କରିବା; ପ୍ରଘଟ କରିବା
  • ନିଦ୍ରା ଭଙ୍ଗାଇବା
  • ସ୍ଥାନତ୍ୟାଗ କରାଇବା; ସ୍ଥାନଭ୍ରଷ୍ଟ କରାଇବା
  • ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା
  • ଉଦୟ ହେବା; ଉଇଁବା; ଘଟିବାର ପୂର୍ବ ଲକ୍ଷଣ
  • ଲୋପ କରିବା
  • ତଡିଦେବା
  • ସ୍ରୋତର ବିପରୀତ ଦିଗକୁ ଗତି କରାଇବା ବା ନେବା
  • ଲ୍ୟାମ୍ପର ବତୀକୁ ତେଜିବା
  • କୌଣସି ପ୍ରସ୍ତାବକୁ ସଭାରେ ଉପସ୍ଥାପିତ କରିବା
  • କୌଣସି କାର୍ଯ୍ୟକୁ ସମାପନ କରିବା
  • ଆଦାୟ କରିବା
  • ଉଚ୍ଚତର ପଦ ବା ଶ୍ରେଣୀକୁ ଅଗ୍ରସର କରାଇବା
  • ଦୋକାନରୁ ସଉଦାଆଦି କାଳିରେ ନେବା