ଉଇକିଅଭିଧାନ:ପରିଚାଳକ ହେବା ପାଇଁ ଅନୁରୋଧ/ବ୍ୟବହାରକାରୀ:ଶିତିକଣ୍ଠ ଦାଶ (୨)

ଆଦରର ଉଇକିଆଳି ଗଣ,

ବହୁତ ଦିନ ଧରି ସକ୍ରିୟ ରହିପାରିନଥିଲି । ଇତିମଧ୍ୟରେ ମୋ ପରିଚାଳକ ଅବଧି ବି ସରିଯାଇଛି । ଯଦିଓ ଉଇକିଅଭିଧାନରେ ଅଧିକାଂଶ ପରିଚାଳନା-ପୃଷ୍ଠା ଖୋଲା ରହିଛି ତେବେ ସୁରକ୍ଷା ଦୃଷ୍ଟିରୁ ଜଣେ ପରିଚାଳକ ରହିବା ଆବଶ୍ୟକ- କିଛି ଆପତ୍ତି ଜନକ କିମ୍ବା ଅନାବଶ୍ୟକ ପୃଷ୍ଠା ଲିଭାଇବା ଏବଂ ପ୍ରଧାନ ପୃଷ୍ଠା ତଥା କିଳାଯାଇଥିବା ପୃଷ୍ଠା ବଦଳାଇବା ନିମନ୍ତେ । ବିଶେଷ କେହି ଉଇକିଅଭିଧାନରେ ସକ୍ରିୟ ନଥିବାରୁ ମୁଁ ପୁନଃ ପରିଚାଳକ ହେବା ପାଇଁ ଆବେଦନ କରିଛି । ଯଦି ଅନ୍ୟ କେହି ସକ୍ରିୟ ବ୍ୟକ୍ତି ପରିଚାଳକ ହେବାପାଇଁ ଇଚ୍ଛୁକ ଜଣାଇବା ପାଇଁ ଅନୁରୋଧ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୭:୧୦, ୧୮ ନଭେମ୍ବର ୨୦୧୬ (UTC)[reply]

ସମର୍ଥନ ସମର୍ଥନ ସମ୍ପାଦନା

  1.   ସମର୍ଥନ--ଆଦିତ୍ୟ (ମୋ ଆଲୋଚନା) ୧୭:୧୯, ୧୮ ନଭେମ୍ବର ୨୦୧୬ (UTC)[reply]
  1.   ସମର୍ଥନ ଏହି କାର୍ଯ୍ୟ ସମ୍ଭାଳିଥିବାରୁ ବ‌ହୁତ ବ‌ହୁତ ଧନ୍ୟବାଦ ।--Jnanaranjan sahu (ମୋ ଆଲୋଚନା) ୦୧:୩୨, ୧୯ ନଭେମ୍ବର ୨୦୧୬ (UTC)[reply]
  1.   ସମର୍ଥନ --MKar (ମୋ ଆଲୋଚନା) ୦୩:୧୭, ୧୯ ନଭେମ୍ବର ୨୦୧୬ (UTC)[reply]

ଭିନ୍ନମତ ସମ୍ପାଦନା

Result ସମ୍ପାଦନା