ଉଇକିଅଭିଧାନ:ଆଜିର ଶବ୍ଦ/ମାର୍ଚ୍ଚ ୨୦୧୪

ବଳଦ

ଉଚ୍ଚାରଣ: Baḻada

ସ୍ତ୍ରୀଳିଙ୍ଗ: 'ବଳଦା'

ସଂ. ବିଣ. ପୁଂ — ଯେ ବଳ ପ୍ରଦାନ କରେ; ଶକ୍ତିଦାତା

ଶବ୍ଦ ବିନ୍ୟାସ : ବଳ+ ଦା ଧାତୁ+କର୍ତ୍ତୃ. ଅ

ଦେ. ବି.- ବଳୀବର୍ଦ୍ଦ; ମୁଷ୍କଛେଦନ କରାଯାଇ ଥିବା, କୃଷିକାର୍ଯ୍ୟ ଓ ଭାର ବହନାଦି କାର୍ଯ୍ୟ ଉପଯୋଗୀ ବୃଷୃ

ପୁରା ପଢନ୍ତୁ...