ଉଇକିଅଭିଧାନ:ଆଜିର ଶବ୍ଦ/ମଇ ୨୦୧୪

ଖଟିଆ

ଉଚ୍ଚାରଣ: Khaṭiā

ଦେ. ବି. (ସଂ. ଖଟ୍ଵିକା; ଖଟ୍ଟିକା)

  1. ଛୋଟ ଖଟ; ଦଉଡ଼ିଆ ଖଟ
  2. କାନ୍ଧରେ ବୁହାଯିବା ବାଉଁଶ ଲାଗିଥିବା ଯାନବିଶେଷ; ଡ଼ୋଲି; ଡ଼ୁଲି
  3. ରୋଗୀ, ମୁର୍ଦ୍ଦାରଆଦିଙ୍କୁ ବହିବାରେ ବ୍ୟବହୃତ ଯାନବିଶେଷ; ରୋଗୀବୁହା କୋକେଇ

ଦେ. ବିଣ. —ଯେ ଖଟେ

ପୁରା ପଢନ୍ତୁ...