ଉଇକିଅଭିଧାନ:ଆଜିର ଶବ୍ଦ/ଅକ୍ଟୋବର ୨୦୧୪

କରମ

ଉଚ୍ଚାରଣ: Karama
ଗ୍ରାମ୍ୟ ପଦ୍ୟ- ବି.

  1. କର୍ମ; କାର୍ଯ୍ୟ
  2. କ୍ରିୟାକାଣ୍ଡ; ଶାସ୍ତ୍ରୋକ୍ତ ଅନୁଷ୍ଠାନ

ଉଦାହରଣ —
ଦ୍ଵାଦଶ କରମ ସାରି ସେ ମଦନାବତୀ ପୀତାମ୍ବର । - ନୃସିଂହପୁରାଣ

ପୁରା ପଢନ୍ତୁ...