ସଂସ୍କୃତ ବିଶେଷଣ(ଅନୁଷ୍ଠାନ+ସମ୍ଵନ୍ଧ.ଇକ) ସମ୍ପାଦନା

[୧],[୨]

  • ଅନୁଷ୍ଠାନ ବା କ୍ରିୟାକଳାପ ସମ୍ଵନ୍ଧୀୟ(pertaining to rites,ceremonial)
  • ଅନୁଷ୍ଠାନୀୟ
  • ଆଚାର ଘଟିତ
  • ଆରମ୍ଭ ସମ୍ଵନ୍ଧୀୟ
  • ପ୍ରାରମ୍ଭିକ
  • ଆଦ୍ୟ
  • ପ୍ରାଥମିକ
  • ବିଧିମତେ ବା ବିଧିସମ୍ମତ
  • ବିଧିବଦ୍ଧ
  • ନିୟମାନୁସାରେ
  • ନୀତିନିୟମ

ଆଧାର ସମ୍ପାଦନା

  1. ପ୍ରମୋଦ ଅଭିଧାନ,ପୃଷ୍ଠା-୨୭୦
  2. ପୂର୍ଣ୍ଣଚନ୍ଦ୍ରଭାଷାକୋଷ,ପୃଷ୍ଠା-୭୭୪