ଓଡ଼ିଆ ସମ୍ପାଦନା

ଶବ୍ଦଗଠନ ସମ୍ପାଦନା

ଆଠକାଳ+ବାରମାସ[୧]

ଉଚ୍ଚାରଣ ସମ୍ପାଦନା

  • IPA(key): aːʈʰɵkaːḷi baːrɵmaːsɵ
  • (file)

ଅବ୍ୟୟ ସମ୍ପାଦନା

  • ବର୍ଷର ସମୁଦାୟ କାଳ
  • ବର୍ଷକଯାକ; ଅନବରତ; ସର୍ବଦା

ବିଶେଷଣ ସମ୍ପାଦନା

  • ବର୍ଷକଯାକ ପ୍ରତିଦିନ ଘଟୁଥିବା[୨]


ଟୀକା ସମ୍ପାଦନା

  1. ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
  2. ପୂର୍ଣ୍ଣଚନ୍ଦ୍ର ଭାଷାକୋଷ