ଶବ୍ଦାର୍ଥ:


ବିଶେଷଣ(ଦେଶଜ)[୧] ସମ୍ପାଦନା

  • ସ୍ତ୍ରୀଲିଙ୍ଗ
    • ଯେଉଁ ସ୍ତ୍ରୀ ଅସୁନ୍ଦର କରି କାମକରେ; ଯାହାର କାର୍ଯ୍ୟରେ ଶୃଙ୍ଖଳା ନାହିଁ; ଅଶୃଙ୍ଖଳାଯୁକ୍ତ
    • ଅସୁନ୍ଦରୀ
    • ( ପୁଂଲିଙ୍ଗ ଓ ସ୍ତ୍ରୀଲିଙ୍ଗ )- ମୁର୍ଖ
    • ( ପୁଂଲିଙ୍ଗ ଓ ସ୍ତ୍ରୀଲିଙ୍ଗ )- ନିର୍ବୋଧ
    • ( ପୁଂଲିଙ୍ଗ ଓ ସ୍ତ୍ରୀଲିଙ୍ଗ )‌- ଅସଭ୍ୟ

ଆଧାର ସମ୍ପାଦନା

  1. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃଷ୍ଠା- ୫୯୭