ଶବ୍ଦାର୍ଥ:


  • ମୁକ୍ତିର ଅଭାବ
  • ବନ୍ଧନ,ପୁନର୍ଜନ୍ମରୁ ମୁକ୍ତ ନ ପାଇବା
  • ସଂସାର ବନ୍ଧନରୁ ଅମୁକ୍ତି
  • ବନ୍ଧନରୁ ମୁକ୍ତ ନ ହେବା ଅବସ୍ଥା
  • (ସର୍ବନାମ,ବିଶେଷଣ,ବହୁବ୍ରୀହି) -ଅମୁକ୍ତ,ବନ୍ଧନରୁ ଅମୁକ୍ତ,ମୁକ୍ତି ବା ମୋକ୍ଷରହିତ