ଶବ୍ଦାର୍ଥ:


ଶୁଭ ସମୟ(auspicious time),ଶୁଭଯୋଗ ବିଶେଷ(ଅମୃତ ଯୋଗ ଦୁଇ ପ୍ରକାର । ଯଥା-ନକ୍ଷତ୍ରାମୃତଯୋଗ ଓ ତିଥ୍ୟାମୃତ ଯୋଗ ।

  • ୧-ରବିବାର ଦିନ ଉତ୍ତର ଫାଲୁଗୁନୀ,ଉତ୍ତରାଷାଢା ଉତ୍ତର ଭାଦ୍ରପଦ,ରୋହିଣୀ,ପୁଷ୍ୟା,ହସ୍ତା,ମୂଳା,ରେବତୀ ନକ୍ଷତ୍ରମାନ;
  • ସୋମବାର ଦିନ ଶ୍ରବଣା,ଧନିଷ୍ସା,ରୋହିଣୀ,ମୃଗଶିରା,ପୂର୍ବାଫାଲୁଗୁନୀ,ଉତ୍ତରା ଫାଲୁଗୁନୀ,
  • ଶୁକ୍ରବାର ଦିନ ପୂର୍ବଭାଦ୍ରପଦ
  • ମଙ୍ଗଳବାର ଦିନ ସ୍ଵାତୀ,ପୁଷ୍ୟା,ଅଶ୍ଲେଷା,କୃତ୍ତୀକା,ଉତ୍ତର ଭାଦ୍ରପଦ,ରେବତୀ ନକ୍ଷତ୍ରମାନ
  • ବୁଧବାର ଦିନ କୃତ୍ତୀକା,ରୋହିନୀ,ଶତଭିଷା,ଅନୁରାଧା ନକ୍ଷତ୍ରମାନ
  • ଗୁରୁବାର ଦିନ ସ୍ଵାତୀ,ପୁନର୍ବସୁ,ପୁଷ୍ୟା,ଅନୁରାଧା,ପୁର୍ବଫାଲୁଗୁନି,ଉତ୍ତରାଫାଲୁଗୁନୀ
  • ଶୁକ୍ରବାରଦିନ ପୂର୍ବଭାଦ୍ରପଦ,ଉତ୍ତର ଭାଦ୍ରପଦ,ଅଶ୍ଵିନୀ,ଶ୍ରବଣା,ଅନୁରାଧା ନକ୍ଷତ୍ରମାନ
  • ଶନିବାର ଦିନ ସ୍ଵାତୀ,ରୋହିଣୀ ନକ୍ଷତ୍ରମାନ ପଦିଲେ ନକ୍ଷତ୍ରାମୃତ ଯୋଗହୁଏ ।
  • ୨-ରବି ଓ ସୋମବାର ପୂର୍ଣ୍ଣତିଥି
  • ମଙ୍ଗଳବାରରେ ଭଦ୍ରା,ବୁଧବାର ଓ ଶନିବାରରେ ରିକ୍ତାତିଥି ହେଲେ ତିଥ୍ୟାମୃତଯୋଗ ହୁଏ ।