(file)

ଦେଶଜ,କ୍ରିୟାପଦ (ସଂସ୍କୃତ )(ଅନ +ଜ୍ଞାଧାତୁ ) [୧] ସମ୍ପାଦନା

  • ଅବମାନନାକରିବା ( To insult )
  • ଅନାଦରକରିବା ( To disesteem )
  • ବେଖାତିରକରିବା ( To disregard )
  • ତାଛଲ୍ୟକରିବା (To condemn ,to despise )
  • ତିରସ୍କାରକରିବା ( To reproach )
  • ଆଜ୍ଞାଲଙ୍ଘନକରିବା (To disobey )
  • ଘୃଣାଯୁକ୍ତବ୍ୟବହାରକରିବା ( To treat with contempt;to look down upon )
  • (ଜଣକ ବିଷୟରେ) ନୀଚଭାବପୋଷଣକରିବା ( To have a low opinion of )
  • (ଜଣକୁ) ବଳିପକାଇବା ( To excel )

ଆଧାର ସମ୍ପାଦନା

  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ ,ପୃଷ୍ଠା -୪୨୩