(file)

ବିଶେଷଣ [୧] ସମ୍ପାଦନା

  • ସଂସ୍କୃତ, ଅନୁଷଙ୍ଗ+ ଇକ
  • ଆନୁଷଙ୍ଗିକ- ଅନ୍ୟରୂପ
    • ସମ୍ଵନ୍ଧଯୁକ୍ତ; ସଂଯୁକ୍ତ
    • ସମ୍ଵନ୍ଧୀୟ
    • ଏକତ୍ର ଅନ୍ଵିତ
    • ( ଯେଉଁ କାର୍ଯ୍ୟ ବା କଥା ) ମୂଳକାର୍ଯ୍ୟ ବା କଥା ସହିତ ସଂପର୍କଯୁକ୍ତ ( Secondary )

ଆଧାର ସମ୍ପାଦନା

  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ, ପୃଷ୍ଠା- ୩୩୭