ଶବ୍ଦାର୍ଥ:

(file)

ଅଚର:ବୃକ୍ଷଲତା,ପର୍ବତ ଆଦି ଚଳନ ଶକ୍ତିହୀନ ବସ୍ତୁ,ସ୍ଥାବର

 ନଁଇଲେ ଧାନ୍ୟଶିଂସା ଶସ୍ୟ ଗୌରବେ,
 ଭେଟିଲେ ସ୍ନେହୀଜନ ଯେହ୍ନେ ବାନ୍ଧବେ,
 ଶିର ନୁଆଁଇ ଧୀର ପ୍ରଣତି କରେ, 
 ମାନବ ରୀତି ଅବା ଅଛି କି ଅଚରେ-ମଧୂସୁଦନ