ଶବ୍ଦାର୍ଥ:
ଅଚର:ବୃକ୍ଷଲତା,ପର୍ବତ ଆଦି ଚଳନ ଶକ୍ତିହୀନ ବସ୍ତୁ,ସ୍ଥାବର
ନଁଇଲେ ଧାନ୍ୟଶିଂସା ଶସ୍ୟ ଗୌରବେ, ଭେଟିଲେ ସ୍ନେହୀଜନ ଯେହ୍ନେ ବାନ୍ଧବେ, ଶିର ନୁଆଁଇ ଧୀର ପ୍ରଣତି କରେ, ମାନବ ରୀତି ଅବା ଅଛି କି ଅଚରେ-ମଧୂସୁଦନ