ଅକୁଣ୍ଠ
ଧ୍ୱନି | (file) |
- ନଞ୍ଜ ତତ୍ ପୁରୁଷ ସମାସ +ଅ + କୁଣ୍ଠ, (ସଂସ୍କୃତ) ପୁଂଲିଙ୍ଗ
- ଯାହା ଦନ୍ଥଡା ହୋଇନାହିଁ -ତୀକ୍ଷ୍ଣ
- ସଙ୍କୋଚରହିତ ( Unhesitating;free from hesitation )
- ଅଶଙ୍କିତ (Dauntless )
- ଅସଙ୍କୁଚିତ ( Not contracted )
- ଯାହା ଜୀର୍ଣ୍ଣଶୀର୍ଣ୍ଣ ହୋଇନାହିଁ ( Not worn out )
- ଅନତ ( Unbent )
- ଅକ୍ଷୁବ୍ଧ (Unagitated )
- ପ୍ରତିଭାନ୍ନିତ (Talented )
- ସତେଜ (Vigorous )
- ସର୍ବଦାତଟକା
- ଅନନ୍ତକାଳସ୍ଥାୟୀ
ଆଧାର
ସମ୍ପାଦନା- ↑ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃଷ୍ଠା -୪୫