(file)

ବିଶେଷଣ[୧] ସମ୍ପାଦନା

  • ନଞ୍ଜ ତତ୍ ପୁରୁଷ ସମାସ +ଅ + କୁଣ୍ଠ, (ସଂସ୍କୃତ) ପୁଂଲିଙ୍ଗ
    • ଯାହା ଦନ୍ଥଡା ହୋଇନାହିଁ -ତୀକ୍ଷ୍ଣ
    • ସଙ୍କୋଚରହିତ ( Unhesitating;free from hesitation )
    • ଅଶଙ୍କିତ (Dauntless )
    • ଅସଙ୍କୁଚିତ ( Not contracted )
    • ଯାହା ଜୀର୍ଣ୍ଣଶୀର୍ଣ୍ଣ ହୋଇନାହିଁ ( Not worn out )
    • ଅନତ ( Unbent )
    • ଅକ୍ଷୁବ୍ଧ (Unagitated )
    • ପ୍ରତିଭାନ୍ନିତ (Talented )
    • ସତେଜ (Vigorous )
    • ସର୍ବଦାତଟକା
    • ଅନନ୍ତକାଳସ୍ଥାୟୀ

ଆଧାର ସମ୍ପାଦନା

  1. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃଷ୍ଠା -୪୫