ଶବ୍ଦାର୍ଥ:

(file)
  1. ମାଘ ପୂର୍ଣିମା

ଏ ଦିନ ରାତିରେ ଗ୍ରାମମୁଣ୍ଡରେ କୁଟା ଆଦି ଗଦା କରାଝାଇ ଅଗ୍ନି ଉତ୍ସବ ହୁଏ; ଏହି ନିଆଁକୁ 'ଅଗି' ଓ ନିଆଁ ଜଳାଇବାକୁ 'ଅଗିଜଳା' ବୋଲାଯାଏ ।

  1. ଅଗି; ମାଘପୂର୍ଣିମା ରାତିରେ ଗାଆଁମୂଣ୍ଡରେ ଜଳାଯିବା ନିଆଁଗଦା ।
  2. ଦୋଳପୂର୍ଣିମାର ପୂର୍ବରାତ୍ରି ।
  3. ଦୋଳପୂର୍ଣିମାର ପୂର୍ବରାତ୍ରିରେ ସନ୍ଧ୍ୟାଠାରୁ ରାତି ପାହିବାପର୍ଯ୍ୟନ୍ତ ଗ୍ରାମମୁଣ୍ଡରେ କରାଯିବା ଅଗ୍ନି ଉତ୍ସବ ।