ଅଅ
ଧ୍ଵନ୍ୟନୁକରଣ; ଅର ଦ୍ଵିତ୍ଵ
- ୧. ବମନ କରିବାର ବା ବମନ ଉପକ୍ରମ ହେବା ବେଳର ଶବ୍ଦ
- ୨. ଶିଶୁମାନଙ୍କୁ ପ୍ରଥମେ ଅ ଅକ୍ଷର ଲେଖାଇ ମଡ଼ାଇବା ବେଳେ ଶିଶୁ ଘୋଷିବା ଦ୍ଵି ଉଚ୍ଚାରଣ [୧]
ଆଧାର
ସମ୍ପାଦନା- ↑ ପ୍ରହରାଜ, ଗୋପାଳ. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ. ବିଶ୍ଵନାଥ କର. କଟକ. ପୃ. ୨(୧୯୩୧)
ଧ୍ଵନ୍ୟନୁକରଣ; ଅର ଦ୍ଵିତ୍ଵ