ସଜ୍ଜନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - (କର୍ମଧାରୟ; ସତ୍=ସାଧୁ+ଜଳ) ସମ୍ପାଦନା

୧. ସନ୍ଥ; ସାଧୁ; ସୁଜନ —୧. Good; virtuous.
୨. ସଚ୍ଚରିତ୍ର — ୨. Of good character or morals.
୩. ସୁଜାତ; ସତ୍କୁଳୋଦ୍ଭବି —୩. Of noble family; respectable; noble.

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ସାଧୁବ୍ୟକ୍ତି — ୧. A good man.
୨. ସଚ୍ଚରିତ୍ର ବ୍ୟକ୍ତି — ୨. A man of good moral character.
୩. (ସସଜ୍ ଧାତୁ+ଭାବ. ଅନ)—ସଜ୍ଜାନ (ଦେଖ) - — sajjanā (See)