ବିଶେଷଣ (ସଂସ୍କୃତ) ସମ୍ପାଦନା

  • ଉପଯୁକ୍ତ ସମୟରେ
  • ପ୍ରତ୍ୟୁଷରେ
  • ଶୀଘ୍ର

ବିଶେଷ୍ୟ (ଦେଶଜ) ସମ୍ପାଦନା

  • ପ୍ରାତଃକାଳ
  • ପୂର୍ବାହ୍ନ

ବିଶେଷଣ (ଦେଶଜ) ସମ୍ପାଦନା

  • ପୂର୍ବାହ୍ନରେ କୃତସକାଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷଣ - (ସହାର୍ଥ ବହୁବ୍ରୀହି) ସମ୍ପାଦନା

ସମୟୋପଯୋଗୀ — Seasonable; opportune (Apte)

ସଂସ୍କୃତ - କ୍ରି.ବିଶେଷଣ - ସମ୍ପାଦନା

୧. ଉପଯୁକ୍ତ ସମୟରେ —୧. Seasonably (Apte).
୨. ପ୍ରତ୍ୟୁଷରେ <? ?>&୨. Early in the morning (Apte).
୩. ଶୀଘ୍ର —୩. Betimes (Apte).

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସଦ୍ୟଃ କାଳ) ସମ୍ପାଦନା

୧. ପ୍ରାତଃକାଳ —୧. Morning.
୨. ପୂର୍ବାହ୍ନ —୨. Forenoon

ଦେଶଜ - ବିଶେଷଣ - ସମ୍ପାଦନା

ପୂର୍ବାହ୍ନରେ କୃତ ବା ଅନୁଷ୍ଠିତ —Done or held in the forenoon.

[ଉ—ସକାଳ ସ୍କୁଲ; ସକାଳ କଚିରୀ]