ସଂଗୋପକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ସଙ୍ଗୋପକ—ଅନ୍ୟରୂପ)

(ସଂଗୋପିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସମ୍+କୁପ୍ ଧାତୁ+କର୍ତ୍ତୃ. ଅକ) ସମ୍ପାଦନା

୧. ସଂଗୋପନକାରୀ —୧. Concealing; hiding.
୨. ରକ୍ଷାକାରୀ — ୨. Guarding; protecting.