ସଂକ୍ଷୀୟମାଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ସଂଙ୍କ୍ଷୀୟମାଣ—ଅନ୍ୟରୂପ]

[ସଂକ୍ଷୀୟମାଣା—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - (ସମ୍+କ୍ଷି ଧାତୁ=କ୍ଷୟ ପାଇବା+କର୍ମ ଆନ) ସମ୍ପାଦନା

କ୍ଷୟ ପ୍ରାପ୍ୟମାଣ; ଯାହା କ୍ଷୟ— ପାଉଅଛି —Decaying.