ସଂକ୍ଷିପ୍ତ ସାର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ସଂକ୍ଷିପ୍ତ ହୋଇଅଛି ସାର ଯହିଁରେ ବା ଯାହାର) ସମ୍ପାଦନା

ଯାହାର ସାରାଂଶ ସଂକ୍ଷିପ୍ତ କରାଯାଇଅଛି —Having the parts abridged or condensed.

ବିଶେଷ୍ୟ - ସମ୍ପାଦନା

କ୍ରମ ଦୀଶ୍ୱରଙ୍କ ସଂକଳିତ ସଂସ୍କୃତ ବ୍ୟାକରଣ ଗ୍ରନ୍ଥ ବିଶେଷ — The title of a Sanscrit Grammer by Kramadīswara.