ସଂକୋଚ ବୋଧ କରିବା
ସଂକୋଚ ବୋଧ କରିବା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ସଂକୋଚ ବୋଧ କରିବା
|
ଦେଶଜ - କ୍ରି. ସମ୍ପାଦନା
- ୧. କୌଣସି କାର୍ଯ୍ୟ କରିବାକୁ କୁଣ୍ଠା ବୋଧ କରିବା —୧. To feel hesitation for doing some thing.
- ୨. ଲଜ୍ଜା ବୋଧ କରିବା; ଲାଜଲାଜ ହେବା —୨. To feel shy.