ସଂକୀର୍ଣ୍ଣତା
ସଂକୀର୍ଣ୍ଣତା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ସଂସ୍କୃତ - ବିଶେଷ୍ୟ - (ସଂକୀର୍ଣ୍ଣ+ଭାବାର୍ଥେ. ତା, ତ୍ୱ) ସମ୍ପାଦନା
- ୧. ଅପ୍ରସରତା —୧. Narrowness.
- ୨. (ମନର) ଅନୁଦାରତା —୨. Want of liberality (of mind); narrowness (of mind).
- ୩. ସାଂକର୍ଯ୍ୟ —୩. The state of being of mixed blood.
- ୪. ଭିଡ଼; ଜନତା —୪. Crowd; state of being crowded.