ଷୋଳ ଖଣ୍ଡିଆ
ଗଉଡ଼ଙ୍କ ଶ୍ରେଣୀବିଶେଷ — A sect of the cowherd caste in J̄aypore.
[ଦ୍ରଷ୍ଟବ୍ୟ —ଏମାନେ ମଦ୍ୟପ ନୁହନ୍ତି; ଏ ଅଞ୍ଚଳର ଅନ୍ୟ କେତେକ ଶ୍ରେଣୀର ଗଉଡ଼ ମଦ ପିଅନ୍ତି]