ଷଷ୍ଠାନ୍ନ କାଳିକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ଷଷ୍ଠାନ୍ନ କାଳିକା—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - (ଷଷ୍ଠାନ୍ନ କାଳ+ଯୁକ୍ତାର୍ଥେ ଇକ) ସମ୍ପାଦନା

ଦୁଇ ଦିନ ଉପବାସ ପରେ ତୃତୀୟ ଦିନ ସନ୍ଧ୍ୟାରେ ଏକମାତ୍ର ଭୋଜନକାରୀ (ବିଶ୍ୱକୋଷ) —Eating on the ୩rd evening after fasting for ୨ days.