ଷଡ୍ଗାବ
ଷଡ୍ଗାବ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
(ଷଡ୍ଗବୀୟ—ବିଣ)
(ଷଡ୍ଗବ—ଅନ୍ୟରୂପ)
(ଷଡ଼ଗବ—ଦେଶଜରୂପ)
ସଂସ୍କୃତ - ବିଶେଷ୍ୟ - (ଷଟ୍+ଗୋ; ସମାହାର ଦିଗୁ) ସମ୍ପାଦନା
ଛଅଟି ଗୋରୁ — Six heads of cattle.
ସଂସ୍କୃତ - ବିଣ—(ବହୁବ୍ରୀହି) ସମ୍ପାଦନା
- ୧. ଛଅଟି ଗୋରୁଦ୍ୱାରା ଆକୃଷ୍ଟ (ହଳ, ଶକଟାଦି) —୧. Drawn by six oxen.
- ୨. ଛଅଟି ବଳଦଦ୍ୱାରା ଆକୃଷ୍ଟ (ଭୂମି) —୨. Ploughed by Six oxen.