ଷଡକର୍ଣ୍ଣ
ଷଡକର୍ଣ୍ଣ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
(ଷଡ୍କର୍ଣ୍ଣ—ଅନ୍ୟରୂପ)
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷଣ - (ସଂସ୍କୃତ - ଷଟ୍କର୍ଣ୍ଣ) ସମ୍ପାଦନା
- ୧. ଶ୍ରୋତା ଓ ବକ୍ତାଙ୍କ ଛଡା ତୃତୀୟ ବ୍ୟକ୍ତିର କାନକୁ ଯିବା (କୌଣସି ଗୁପ୍ତ ବିଷୟ ବା ରହସ୍ୟ) —୧. Divulged to the ears of a third person (other than the original speaker and the hearer).
- ୨. ସାଧାରିଣରେ ପ୍ରକଟୀକୃତ (ଗୁପ୍ତକଥା) —୨. Divulged (secret).
ଦେଶଜ - ବିଶେଷ୍ୟ - ସମ୍ପାଦନା
କୌଣସି ଗୁପ୍ତ ବିଷୟର ତୃତୀୟ ବା ଆଉ ଅଧିକ ବ୍ୟକ୍ତିଙ୍କ ନିକଟରେ ପ୍ରକାଶ ହେବା ଅବସ୍ଥା —The divulgence or leak ing out of a secret.
(ଉ—ଷଡ କାନ ମନ୍ତ୍ର ଭେଦ—ପ୍ରବଚନ)