ଷଟ୍କର୍ଣ୍ଣ
ଷଟ୍କର୍ଣ୍ଣ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ସଂସ୍କୃତ - ବିଶେଷ୍ୟ - (ସମାହାର ଦିଗୁ) ସମ୍ପାଦନା
ଛଡ଼କାନ; ୬ଟି କାନ (ଅର୍ଥାତ୍ ୩ ଜଣଙ୍କ କାନ) —The (six) ears of of ୩ persons.
[ଦ୍ରଷ୍ଟବ୍ୟ —ଯେକୌଣସି ମନ୍ତ୍ରର ବା ଗୁପ୍ତ ବିଷୟର ବକ୍ତା ଓ ଶ୍ରୋତା ଏବଂ ଅନ୍ୟ ୩ୟ ବ୍ୟକ୍ତି ଏପରି ୩ ଜଣଙ୍କର ଛଅଟି କାନ]
=== ସଂସ୍କୃତ - ବିଶେଷଣ - (ବହୁବ୍ରୀହି)
ଯେଉଁ ବିଷୟ ବକ୍ତା ଓ ଶ୍ରୋତା ଛଡା ଅନ୍ୟ ତୃତୀୟ ବ୍ୟକ୍ତିଙ୍କ କର୍ଣ୍ଣଗୋଚର ହୋଇଅଛି —Heard by a third man other than the speaker and the person spoken to, (a secret) told to more than one listener (Apte)
[ଉ—ଶାସ୍ତ୍ରତ ଲେଖିଅଛି ଷଟକର୍ଣ୍ଣ ହେଲେ, ବିଚାର ଦାଣ୍ଡେ ପଡ଼ି ନାଶ ଯାଏ ଭଲେ—କୃଷ୍ଣସିଂହ—ମହାଭାରତ ସଭା]