ଶୁଦ୍ଧାଚରଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଶୁଦ୍ଧାଚରଣା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (କର୍ମଧା) ସମ୍ପାଦନା

ପବିତ୍ର ଆଚରଣ —Pure conduct.

ବିଶେଷଣ - ପୁଲିଙ୍ଗ - ସମ୍ପାଦନା

ପବିତ୍ର ଆଚରଣ ବିଶିଷ୍ଟ — Of pure character or conduct.