ଶୁକ୍ଳ କର୍ମା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଣ—(ଶୁକ୍ଳ—ନିର୍ଦୋଷ ବା ବିଶୁଦ୍ଧ ଅଟେ କର୍ମ ଯାହାର ଶୁକ୍ଳ+କର୍ମଳ; ଶୁକ୍ଳକର୍ମାନ୍ ଶବ୍ଦ ୧ମା. ୧ବ) ସମ୍ପାଦନା

୧. ସତ୍କାର୍ଯ୍ୟକାରୀ —୧. Performing good or merotorious acts.
୨. ବିଶୁଦ୍ଧ— ଚରିତ୍ର —୨. Of pure character.