ଶଟ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଶଟ୍କିନା, ଶଟ୍କିନି,ଶଟ୍କିରି, ଶଟ୍କରି—ଅନ୍ୟରୂପ

ଦେଶଜ - ଅ—(ଧ୍ୱନ୍ୟନୁକରଣ) ସମ୍ପାଦନା

୧. ହଠାତ୍ ଗତି କରି ବାହାରି ଯିବା ପ୍ରକାରେ —୧. Suddenly (going off).
୨. ଶଟ୍ ଶବ୍ଦ କରି (ଯଥା, ଦୃଢ଼ ହୋଇ ମରା ଯାଇଥିବା ଠିପି ବୋତଳରୁ ବାହାରି ଯିବା ଶବ୍ଦ) —୨. With a loud jering or snapping sound like that of a cork coming out of a bottle to which it had been tighty fitted.

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଶଠ; ଶାଠ୍ୟ) ସମ୍ପାଦନା

୧. ମେଳି; ପୋଗ ସାଜସ —୧. Collusion; combination.

ଅନୁବାଦ ସମ୍ପାଦନା

୨. କୁମନ୍ତ୍ରଣା; ଷଡ଼୍ଯନ୍ତ୍ର —୨. Conspiracy; plot.
୩. ପ୍ରତାରଣାପୂର୍ଣ୍ଣ କାର୍ଯ୍ୟ —୩. Fraud.
୪. ସ୍ତ୍ରୀ ପୁରୁଷଙ୍କ ମଧ୍ୟରେ ଅବୈଧ ବା ଗୁପ୍ତ ପ୍ରଣୟ; ପାପ ଦୋସ୍ତି —Illicit or secret love between two lovers.
୫. ପରସ୍ପରଙ୍କ ମଧ୍ୟରେ ଠରାଠରିଦ୍ୱାରା ଭାବ ବିନିମୟ; ଠକାର —୫. Mutual exchange of messages by secret gestures.
୬. ଅଭିସାର —୬. Assignation for the secret meeting of two lovers; love tryst.
୭. ଗୁପ୍ତ ପରାମର୍ଶ — ୭. Secret consultation.

ଦେଶଜ - ବିଶେଷ୍ୟ - ସମ୍ପାଦନା

ଶାଟ୍ (ଦେଖ) - —Ṡāṭ (See)