ପ୍ରଧାନ ପୃଷ୍ଠା
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଶଗଡ଼ ବଳଦ
ଭାଷା
ଦେଖିବେ
ସମ୍ପାଦନା (Edit)
ଶଗଡ଼ ବଳଦ
ବିଷୟସୂଚୀ
୧
ଓଡ଼ିଆ
୧.୧
ଉଚ୍ଚାରଣ
୧.୨
ଅନୁବାଦ
୧.୩
ଦେଶଜ - ବିଶେଷ୍ୟ -(ସହଚର)
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Ṡagaṟḍ̠a baḻada
ଆଇ.ପି.ଏ.
— ʃˈʌɡʌr.ˌɔ bˈʌl̩ˌʌdɔ
ଅନୁବାଦ
ସମ୍ପାଦନା
ଶଗଡ଼ ବଳଦ
ବଙ୍ଗାଳୀ:
গাডীর বলদ
ହିନ୍ଦୀ:
छकड़ाका बैल
ଦେଶଜ - ବିଶେଷ୍ୟ -(ସହଚର)
ସମ୍ପାଦନା
୧. ଶଗଡ଼ ଓ ଶଗଡ଼ବୁହା ବଳଦ —୧. Cart and its bullocks.
୨. ଶଗଡ଼ ବୁହାରେ ଅଭ୍ୟସ୍ତ ବଳଦ; ଶଗଡ଼ିଆ ବଳଦ —୨. Bullocks broken to the cart; draught bullocks.