ଶକଟ ବ୍ୟୁହ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ଶକଟ ଆକାରରେ ସେନା ସନ୍ନିବେଶ — A kind of battle array.

[ଦ୍ରଷ୍ଟବ୍ୟ —ଏ ବ୍ୟୁହରେ ସେନାର ସମ୍ମୁଖଭାଗ ସରୁଆ ଓ ପଛ ପାଖ ମୋଟ କରିବାକୁ ହୁଏ ଏ ଏହା ଦେଖିଲେ ଶକଟପରି ଜଣାଯାଏ]