ଲକ୍ଷ୍ମୀ ସ୍ୱରୂପା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ଲକ୍ଷ୍ମୀ ସ୍ୱରୁପିଣୀ—ଅନ୍ୟରୂପ]

ସଂସ୍କୃତ - ବିଶେଷଣ - ସ୍ତ୍ରୀ—(ବହୁବ୍ରୀହି; ଲକ୍ଷ୍ମୀ+ସ୍ୱରୂପା) ସମ୍ପାଦନା

ଲକ୍ଷ୍ମୀଙ୍କ ପରି ଗୁଣ ଓ ସ୍ୱଭାବବିଶିଷ୍ଟା (ସ୍ତ୍ରୀ)n — (a woman) Having the

graces and qualities of the Goddess Lakshmī being a personification of Goddess Lakshmī