ରୂଜାକରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - (ରୁଜା+କୃ ଧାତୁ+କର୍ତ୍ତୃ. ଅ) ସମ୍ପାଦନା

୧. ପୀଡ଼ୀକର; ପୀଡ଼ା ଜନକ —୧. producing sickness; sickening.
୨. କ୍ଳେଶଦାୟକ —୨. Giving pain.

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. କର୍ମରଙ୍ଗା ଫଳ; କରମଙ୍ଗା ଫଳ — ୧. Averrorhea Carambola fruit.
୨. ବ୍ୟାଧି; ପୀଡ଼ା —୨. Disease.