ରବିଖନ୍ଦ

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ରବି ଫସଲ, ରବି ଶସ୍ୟ ଅନ୍ୟରୂପ

ଦେଶଜ - ବିଶେଷ୍ୟ - (ଆ; ରବୀ=ବସନ୍ତ କାଳ; ବସନ୍ତକାଳର ଫସଲ, କିମ୍ୱା ସଂସ୍କୃତ - ରବି;କାରଣ. ରବିକିରଣ ସାହାଯ୍ୟରେ ଏ ଫସଲ ହୁଏ)

ସମ୍ପାଦନା

ଧାନ ଫସଲ ପରେ ଶୀତ ଓ ଖରା ଦିନ ଅର୍ଥାତ୍ ବର୍ଷାଋତୁ ପରେ ହେବା ଫସଲ —Cold Season crops; the cereals.

(ଯଥା—ବିରି, ଗହମ, ଯବ, ଚିନା, ମୁଗ କୋଳଥ, ରାଶି ବରଗୁଡ଼ି, ହରଡ଼)