ରକ୍ତ ମାଗିବା
ରକ୍ତ ମାଗିବା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ରକ୍ତ ମାଗିବା
|
ଦେଶଜ - କ୍ରିୟାପଦ - ସମ୍ପାଦନା
- ୧. (ଦେବୀ) କୌଣସି ଜୀବକୁ ବଳି ରୂପେ ପାଇବାକୁ ସପନାଇବା ବା ସୂଚନା କରିବା — ୧. To ask for the blood of acertain animal as victim.
- ୨. (ଲକ୍ଷଣାର୍ଥେ) ଶତ୍ରୁକୁ ଯୁଦ୍ଧାର୍ଥେ ଆହ୍ୱାନ କରିବା —୨. (flgurative) To call an enemy forth to a mortal fight.