ରକ୍ତ ବର୍ଣ୍ଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ରକ୍ତ ବର୍ଣ୍ଣା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (କର୍ମଧା) ସମ୍ପାଦନା

୧. ନାଲି ରଙ୍ଗ —୧. Red colour.
୨. ଇନ୍ଦ୍ର ଗୋଡ଼ା ପୋକ; ସାଧବ ବୋହୁ ପୋକ —୨. Cochineal insect.
୩. ସ୍ୱର୍ଣ୍ଣ —୩. Gold (Apte).

ବିଶେଷଣ - (ବହୁବ୍ରୀହି) ସମ୍ପାଦନା

ନାଲିଆ — Red.