ରକ୍ତ ପିପାସା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ.) ସମ୍ପାଦନା

୧. (ବ୍ୟାଘ୍ରାଦିଙ୍କର) ରକ୍ତପାନ କରିବାର ଇଚ୍ଛା —୧. (of tiger etc) Desire to drink blood; thirst for blood.
୨. (ଲକ୍ଷଣାର୍ଥ) ନରହତ୍ୟା କରିବାର ପ୍ରବଳ ବାସନା; ଜିଘାଂସା — ୨. (figurative) A desire to kill people.