ରକ୍ତ ତୃଣା
ଧାନ ବିଲରେ ଜନ୍ମିବା ଏକ ପ୍ରକାର ତୃଣ; ଗୋମୂତ୍ରିକା; ଗୋରୁ ମୂଥା —A sort of grass growing in cornfields.
[ ଦ୍ର—ଏହା ମେଷାଦି ଗୋଙ୍କର ପୁଷ୍ଟିକାରକ ଖାଦ୍ୟ]