ରକ୍ତ ଜ୍ୱର
ଏକ ପ୍ରକାର ଜ୍ୱର Scarlatina; scarlet fever.
[ଦ୍ରଷ୍ଟବ୍ୟ —ଏହି ଜ୍ୱରର ଆକ୍ରମଣର ତୃତୀୟ ଦିନ ମୁହଁ ଓ ଦେହ— ଯାକ ନାଲିଆ ବ୍ରଣମାନ ବାହାରିଯାଏ ଓ ୭ମ ଦିନ ଚମର ସ୍ତର ଉଠିଯାଏ]