ରଇଜଳା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ରଇଜଳୀ—ସ୍ତ୍ରୀ) 

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ପୁଲିଙ୍ଗ - (ସ୍ତ୍ରୀଲୋକଙ୍କ ଗାଳି;—ତୁ ରଇରେ ବା ଚିତାଗ୍ନିରେ ଜଳି ଭସ୍ମ ହୋ) ସମ୍ପାଦନା

ଯେ ଶୀଘ୍ର ଚିତାଗ୍ନିଦ୍ୱାରା ଭସ୍ମୀଭୂତ ହେବ (ଅର୍ଥାତ୍ ମରିବ) — (a curse or abuse) (a person) Who will soon be burnt in a funeral pyre.