ଯଥା ନିର୍ଦ୍ଦିଷ୍ଟ
ଯଥା ନିର୍ଦ୍ଦିଷ୍ଟ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ସଂସ୍କୃତ - କ୍ରି.ବିଶେଷଣ - (ଅବ୍ୟୟୀଭାବ) ସମ୍ପାଦନା
ପୂର୍ବରୁ ନିର୍ଦ୍ଦିଷ୍ଟ ବା ନିର୍ଦ୍ଧାରିତ ହେବା ପ୍ରକାରେ —୧. As prescribed or laid down.
- ୨. ପୂର୍ବୋକ୍ତ ପ୍ରକାରେ —୨. As mentioned or specified before.
ସଂସ୍କୃତ - ବିଶେଷଣ - ସମ୍ପାଦନା
ପୂର୍ବ ନିର୍ଦ୍ଦଷ୍ଟ —Prescribed before; preordained.