ଯଥାର୍ଥ ବକ୍ତା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଯଥାର୍ଥବାଦୀ—ଅନ୍ୟରୂପ)

(ଯଥାର୍ଥ ବକ୍ତ୍ରୀ, ଯଥାର୍ଥ ବାଦିନୀ—ସ୍ତ୍ରୀ) 

ଯଥାର୍ଥ ବକ୍ତୁତ୍ୱ,ଯଥାର୍ଥବାଦିତା, ଯଥାର୍ଥ ବକ୍ତୃତା, ଯଥାର୍ଥବାଦ—ବିଶେଷ୍ୟ

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - ସମ୍ପାଦନା

ସତ୍ୟବାଦୀ (ବ୍ୟକ୍ତି) —Truthful (person); speaking truth; speaking plain truth; plainspoken.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - ସମ୍ପାଦନା

ସତ୍ୟବାଦୀ ବ୍ୟକ୍ତି — A truthful person.